ହଂସପାଳ ଫ୍ଲାଏଓଭର୍‌ ନିର୍ମାଣ ବିଳମ୍ବ ପ୍ରସଙ୍ଗ : ଏନ୍‌ଏଚ୍‌ ଅଧିକାରୀ, ଠିକାଦାରଙ୍କୁ ଘେରିଲେ ଗ୍ରାମବାସୀ

ଭୁବନେଶ୍ବର : ହଂସପାଳ ଫ୍ଲାଏଓଭର୍‌ ନିର୍ମାଣ ବିଳମ୍ବ ପ୍ରସଙ୍ଗ ଆଜି ଭିନ୍ନ ମୋଡ଼ ନେଇଛି। ଏନ୍‌ଏଚ୍‌ଏଆଇ ଅଧିକାରୀ ଓ ଠିକାଦାର ଗୁରୁବାର ଦିନ କ୍ଷେତ୍ର ପରିଦର୍ଶନରେ ଆସିଥିବା ବେଳେ ସ୍ଥାନୀୟ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଦୀର୍ଘ ଦିନ ହେବ ବ୍ରିଜ୍‌ କାମ ସଂପୂର୍ଣ୍ଣ ନ ହେବା ଓ ନିମ୍ନମାନର କାମ ହେଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକମାନେ ପାଟିତୁଣ୍ଡ କରିଥିଲେ। ଏମିତିକି ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ତୁରନ୍ତ … Continue reading ହଂସପାଳ ଫ୍ଲାଏଓଭର୍‌ ନିର୍ମାଣ ବିଳମ୍ବ ପ୍ରସଙ୍ଗ : ଏନ୍‌ଏଚ୍‌ ଅଧିକାରୀ, ଠିକାଦାରଙ୍କୁ ଘେରିଲେ ଗ୍ରାମବାସୀ